କୋରୋନା ମୁକାବିଲା: ଓଡିଶା ସରକାରଙ୍କ ପ୍ରଂଶସାରେ ଡବ୍ଲ୍ୟୁଏଚଓ

ଏନେଇ ସଙ୍ଗଠନର ୱେବସାଇଟରେ ପ୍ରକାଶିତ ହୋଇଥିବା ଆଲେଖ୍ୟ, 'ଫ୍ରମ୍ ଗଭର୍ଣ୍ଣାନ୍ସ ଟୁ କମ୍ୟୁନିଟି ରେସିଲିଏନ୍ସ: ଓଡିଶା ରେସପନ୍ସ ଟୁ କୋଭିଡ୧୯' ମାଧ୍ୟମରେ କୋରୋନା ପରିଚାଳନା ମାମଲାରେ ଓଡିଶା ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଛି ଡବ୍ଲ୍ୟୁଏଚଓ ।

କୋରୋନା ମୁକାବିଲା: ଓଡିଶା ସରକାରଙ୍କ ପ୍ରଂଶସାରେ ଡବ୍ଲ୍ୟୁଏଚଓ