ଡାକ୍ତରଙ୍କୁ ମିଳୁନି ଦରମା, ସୁପ୍ରିମକୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ସତ୍ତ୍ୱେ ଦିଲ୍ଲୀ, ମହାରାଷ୍ଟ୍ର, ପଞ୍ଜାବ, ତ୍ରିପୁରା, କର୍ଣ୍ଣାଟକରେ କୋରୋନା ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର ଏବଂ ସ୍ୱାସ୍ଥ୍ୟ ସେବା କର୍ମଚାରୀ ନିୟମିତ ବେତନ ପାଉନାହାଁନ୍ତି।

ଡାକ୍ତରଙ୍କୁ ମିଳୁନି ଦରମା, ସୁପ୍ରିମକୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

About the Author