ସାଇବର ଠକ ଗ୍ୟାଙ୍ଗକୁ ଗୁଜୁରାଟରୁ ଗିରଫ କଲା କ୍ରାଇମବ୍ରାଞ୍ଚ

Crime News: କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ ୟୁନିଟର ଏକ ଶାଖା ଅହମ୍ମଦାବାଦର ଫାଟୱାଡିରୁ ଚାରିଜଣ ସାଇବର ଠକଙ୍କୁ ଗିରଫ କରିଛି । ଭୁବନେଶ୍ୱରର ଜଣେ ଅଭିଯୋଗକାରୀ ସାଇବର କ୍ରାଇମର ଶିକାର ହୋଇଥିଲେ । ତାଙ୍କୁ ଅନଲାଇନ୍ ଟ୍ରେଡିଂରେ ବିନିଯୋଗ କରିବାକୁ ପ୍ରଲୋଭିତ କରିବା ପରେ ପ୍ରାୟ ୨୦ ଦିନ ମଧ୍ୟରେ ୬୦ ଲକ୍ଷ ଟଙ୍କା ଠିକିନେଇଥିଲେ ।

ସାଇବର ଠକ ଗ୍ୟାଙ୍ଗକୁ ଗୁଜୁରାଟରୁ ଗିରଫ କଲା କ୍ରାଇମବ୍ରାଞ୍ଚ

About the Author