Cyclone Remal Impact: ବାତ୍ୟା ରେମାଲର ପ୍ରଭାବ, ବାଂଲାଦେଶ ଓ ଭାରତରେ ୧୦ ଲକ୍ଷରୁ ଅଧିକ ଅନ୍ଧାରରେ, ପଶ୍ଚିମବଙ୍ଗରେ ୬ ଓ ବାଂଲାଦେଶରେ ୧୦ ମୃତ

ବାତ୍ୟା ରେମାଲର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି। ପଶ୍ଚିମବଙ୍ଗର ଉତ୍ତର ଏବଂ ଦକ୍ଷିଣ ୨୪ ପ୍ରଗଣା ଏବଂ ପୂର୍ବ ମେଦିନପୁର ଜିଲ୍ଲାରେ ଚାଳଘର ଗୁଡ଼ିକର ଛପର ଉଡ଼ିଯାଇଛି। କୋଲକାତା ନିକଟସ୍ଥ ତଳୁଆ ଅଞ୍ଚଳରେ ଥିବା ଘରଗୁଡ଼ିକ ପାଣିଘେରରେ ରହିଛି।

Cyclone Remal Impact: ବାତ୍ୟା ରେମାଲର ପ୍ରଭାବ, ବାଂଲାଦେଶ ଓ ଭାରତରେ ୧୦ ଲକ୍ଷରୁ ଅଧିକ ଅନ୍ଧାରରେ, ପଶ୍ଚିମବଙ୍ଗରେ ୬ ଓ ବାଂଲାଦେଶରେ ୧୦ ମୃତ

About the Author