Delhi Bomb Threat: କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ବମରେ ଉଡାଇ ଦେବାକୁ ମିଳିଲା ଧମକ, ସର୍ଚ୍ଚ ଅପରେସନ୍ ଜାରି

Delhi Bomb Threat: ଦିଲ୍ଲୀର ସ୍କୁଲ ଓ ହସ୍ପିଟାଲ ପରେ ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ବୋମାରେ ଉଡାଇଦେବାକୁ ଧମକ ଦିଆଯାଇଛି। ଅଗ୍ନିଶମ ବିଭାଗର ଅଧିକାରୀ ଏହି ସୂଚନା ଦେଇଛନ୍ତି।

Delhi Bomb Threat: କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ବମରେ ଉଡାଇ ଦେବାକୁ ମିଳିଲା ଧମକ, ସର୍ଚ୍ଚ ଅପରେସନ୍ ଜାରି
Image Credit: Delhi Bomb Threat

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More