Arvind Kejriwal: କେଜ୍ରିୱାଲଙ୍କ ବିପକ୍ଷରେ କୋର୍ଟର ଦ୍ୱାରସ୍ଥ ହେଲା ଇଡ଼ି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର ହେବା ପଞ୍ଚମ ଥର ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ନୋଟିସ ଜାରି କରିଥିଲା। କିନ୍ତୁ ଏହି ନୋଟିସକୁ ମଧ୍ୟ ବେଖାତିର କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ହାଜର ନହେବା ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କୋର୍ଟରେ ପହଞ୍ଚିଛି। ଇଡି (ଏନଫୋର୍ସମେଣ୍ଟ ଡାଇ

Arvind Kejriwal: କେଜ୍ରିୱାଲଙ୍କ ବିପକ୍ଷରେ କୋର୍ଟର ଦ୍ୱାରସ୍ଥ ହେଲା ଇଡ଼ି

About the Author