NDA Meeting: ମୋଦୀଙ୍କ ସମର୍ଥନରେ ପୂରା ଏନଡିଏ, ବୈଠକରେ ନୀତୀଶ କହିଲେ- ଶୀଘ୍ର ଗଠନ କର ସରକାର

NDA Meeting: ବୈଠକରେ ନୀତୀଶ କୁମାର କହିଛନ୍ତି ଯେ ଶୀଘ୍ର ସରକାର ଗଠନ କରାଯାଉ। ବର୍ତ୍ତମାନ ଏନଡିଏ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହେବା ପରେ ବରିଷ୍ଠ ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆସିବେ ଓ ରାଷ୍ଟ୍ରପତି ନିକଟକୁ ଯାଇ ସରକାର ଗଠନ ପାଇଁ ଦାବି କରିବେ।

NDA Meeting: ମୋଦୀଙ୍କ ସମର୍ଥନରେ ପୂରା ଏନଡିଏ, ବୈଠକରେ ନୀତୀଶ କହିଲେ- ଶୀଘ୍ର ଗଠନ କର ସରକାର
Image Credit: NDA Meeting

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More