Farmers protest 2024: ଆଜି ଚାଷୀ ସଂଗଠନ ସହ ସରକାର କରିବେ ଆଲୋଚନା, ସେପଟେ ହରିୟାଣାରେ କିଛି ଜିଲ୍ଲାରେ...

Farmers protest 2024: ଦିନକୁ ଦିନ ତେଜୁଛି କୃଷକ ଆନ୍ଦୋଳନ। ବାରମ୍ବାର ବୈଠକ ବସିବା ପରେ ମଧ୍ୟ ବାହାରି ପାରୁନି ସମାଧାନର ବାଟ। ଏ-ନେଇ ଆଜି କୃଷକ ସଂଗଠନ ସହ କେନ୍ଦ୍ର ସରକାରଙ୍କ ଚତୁର୍ଥ ବୈଠକ ବସିବ। ତୃତୀୟ ବୈଠକରେ ଯଦିଓ କିଛି ସକରାତ୍ମକ ବୌଠକ ହୋଇଥିଲା କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରି ନ ନଥିଲା ।

Farmers protest 2024: ଆଜି ଚାଷୀ ସଂଗଠନ ସହ ସରକାର କରିବେ ଆଲୋଚନା, ସେପଟେ ହରିୟାଣାରେ କିଛି ଜିଲ୍ଲାରେ...

About the Author