ଋଷି କପୁରଙ୍କୁ ନେଇ ଅପମାନଜନକ ଟ୍ୱିଟ କରିବାରୁ KRKଙ୍କ ବିରୋଧରେ ଏଫଆଇଆର ରୁଜୁ

ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏ ବାବଦରେ କହିଛନ୍ତି ଯେ, "ସ୍ୱର୍ଗତ କଳାକାରଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ଆମେ କମଲ ଆର ଖାନଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛୁ । ବର୍ତ୍ତମାନ ସୁଦ୍ଧା ତାଙ୍କୁ ଗିରଫ କରାଯାଇ ନାହିଁ । ଅଧିକ ତଦନ୍ତ ଚାଲିଛି ।

ଋଷି କପୁରଙ୍କୁ ନେଇ ଅପମାନଜନକ ଟ୍ୱିଟ କରିବାରୁ KRKଙ୍କ ବିରୋଧରେ ଏଫଆଇଆର ରୁଜୁ

About the Author