ଋଷିଆରେ ବୁଡ଼ି ଗଲେ ଭାରତୀୟ ଛାତ୍ର:ଜଣେ ଉଦ୍ଧାର, ୩ ମୃତ

ଋଷିଆର ସେଣ୍ଟ ପିଟର୍ସବର୍ଗ ପ୍ରାନ୍ତରେ ଏକ ନ‌ଦୀରେ ବୁଡ଼ିଗଲେ ୪ଜଣ ଭାରତୀୟ ମେଡିକାଲ ଛାତ୍ରଛାତ୍ରୀ । ଏମାନଙ୍କ ମଧ୍ଯରୁ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି।

ଋଷିଆରେ ବୁଡ଼ି ଗଲେ ଭାରତୀୟ ଛାତ୍ର:ଜଣେ ଉଦ୍ଧାର, ୩ ମୃତ
Image Credit: Indian Students Drown In River

About the Author