Bharat Rice: ବଜାରକୁ ଆସିଲା 'ଭାରତ ରାଇସ୍', କିଲୋ ପିଛା ଦର ମାତ୍ର ରହିଛି ଏତିକି ଟଙ୍କା

Bharat Rice: ଦିନଦୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଆତ୍ୟାବଶ୍ୟକିୟ ସାମଗ୍ରୀର ମୂଲ୍ୟ। ତେବେ, ଏହାରି ଭିତରେ ସାଧାରଣ ଲୋକଙ୍କୁ ଏକ ଖୁସି ଖବର ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (pm modi)। ଦରଦାମ୍ ବୃଦ୍ଧିରେ ଧଇଁସଇଁ ହୋଇ ଯାଇଥିବା ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ କେନ୍ଦ୍ର ସରକାର ' ଭାରତ ବ୍ରାଣ୍ତ ' (Bharat Brand)କୁ ଆଗକୁ ବଢାଇବା ପାଇଁ ନିସ୍ପତି ନେଇଛନ୍ତି। ଏହି ଅଧିନରେ ' ଭାରତ ରାଇସ 'କୁ (Bharat Rice) ବଜାରକୁ ଛଡାଯିବ।

 Bharat Rice: ବଜାରକୁ ଆସିଲା 'ଭାରତ ରାଇସ୍', କିଲୋ ପିଛା ଦର ମାତ୍ର ରହିଛି ଏତିକି ଟଙ୍କା