High Alert in Jammu Kashmir: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଜମ୍ମୁ କାଶ୍ମୀରରେ ହାଇଆର୍ଲଟ

ନୂଆଦିଲ୍ଲୀ: ଧାରା 370 ହଟାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି। ମୋଦିଙ୍କ ଗସ୍ତ ପାଇଁ ସମଗ୍ର ରାଜ୍ୟରେ ହାଇ ଆଲର୍ଟ ରହିଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଡ୍ରୋନ୍ ଉଡ଼ାଣ ଉପରେ ନିଷେଧାଦେଶ ଦିଆଯାଇଛି। ସୁରକ୍ଷା କାରଣରୁ, ପ୍ରତ୍ୟେକ ଛକରେ ଯାଞ୍ଚ ବୃଦ୍ଧି

High Alert in Jammu Kashmir: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଜମ୍ମୁ କାଶ୍ମୀରରେ ହାଇଆର୍ଲଟ

About the Author