ଡାକ୍ତରଙ୍କ ଆତ୍ମହତ୍ୟା, ସୁସାଇଡ ନୋଟରେ ଆପ୍ ବିଧାୟକ ଓ ତାଙ୍କ ସହଯୋଗୀଙ୍କୁ କଲେ ଦାୟୀ

ମୃତକଙ୍କ ପୁଅ ହେମନ୍ତଙ୍କ ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ଆପ୍ ବିଧାୟକ ପ୍ରକାଶ ଜରୱାଲ ଏବଂ ତାଙ୍କ ସହଯୋଗୀ କପିଲ ନାଗରଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ମାମଲା ରୁଜୁ କରିଛି ।

ଡାକ୍ତରଙ୍କ ଆତ୍ମହତ୍ୟା, ସୁସାଇଡ ନୋଟରେ ଆପ୍ ବିଧାୟକ ଓ ତାଙ୍କ ସହଯୋଗୀଙ୍କୁ କଲେ ଦାୟୀ

About the Author