INSAT-3DS ଉତକ୍ଷେଣ କରି ଇତିହାସ ରଚିଲା ଇସ୍ରୋ, ଜାଣନ୍ତୁ 'ନଟି ବୟ' ନାମକରଣ ପଛର କାରଣ...

ମହାକାଶକୁ ଗଲା ନଟି ବୟ। ନଟି ବୟ ବା INSAT 3DS ଉପଗ୍ରହକୁ ଆଜି ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରିଛି ଇସ୍ରୋ। ପୂର୍ବ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ପ୍ରାୟ ୫.୩୫ ମିନିଟରେ ଉତକ୍ଷେପଣ କରିଛି ଇସ୍ରୋ। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି ହୋଇଛି INSAT – 3DS ବା ନଟି ବୟ। ଅତ୍ୟାଧୁନିକ ବ୍ୟବସ୍ଥାରେ ଭରପୁର ଥିବା ଏହି

INSAT-3DS ଉତକ୍ଷେଣ କରି ଇତିହାସ ରଚିଲା ଇସ୍ରୋ, ଜାଣନ୍ତୁ 'ନଟି ବୟ' ନାମକରଣ ପଛର କାରଣ...

About the Author