Democracy Index: ଗଣତନ୍ତ୍ର ସୂଚକାଙ୍କରେ ପାଞ୍ଚଟି ସ୍ଥାନ ଉପରକୁ ଉଠିଲା ଭାରତ, ଜାଣନ୍ତୁ ବର୍ତ୍ତମାନ ଦେଶ କେଉଁଠାରେ ଅଛି

Democracy Index: ଫ୍ଲାଡ ଡେମୋକ୍ରାସି ରାଷ୍ଟ୍ରଗୁଡିକର ତାଲିକାରେ ଭାରତ ଅନ୍ତର୍ଭୁକ୍ତ ହୋଇଛି, ଯାହା ଆର୍ଥିକ ଅଭିବୃଦ୍ଧିର ଆଶା ଦେଖାଇଛି ଏବଂ ବିଶ୍ୱ ଅର୍ଥନୈତିକ ଶକ୍ତିର ପରିବର୍ତ୍ତନକୁ ପ୍ରତିଫଳିତ କରିଛି। ୭.୮ସ୍କୋର ସହିତ ଭାରତକୁ ୪୧ ତମ ସ୍ଥାନରେ ରଖାଯାଇଛି।

Democracy Index: ଗଣତନ୍ତ୍ର ସୂଚକାଙ୍କରେ ପାଞ୍ଚଟି ସ୍ଥାନ ଉପରକୁ ଉଠିଲା ଭାରତ, ଜାଣନ୍ତୁ ବର୍ତ୍ତମାନ ଦେଶ କେଉଁଠାରେ ଅଛି
Image Credit: Democracy Index

About the Author