Assam News: ଆସାମରେ ମୁସଲମାନ ବିବାହ ଓ ବିଚ୍ଛେଦ ଆଇନ ପ୍ରତ୍ୟାହୃତ

Assam News: ୟୁନିଫର୍ମ ସିଭିଲ୍‍ କୋଡ୍‍ ବା ସମାନ ଦେଓ୍ୱାନୀ ସଂହିତା ପ୍ରଣୟନ କ୍ଷେତୟରେ ଏକପାଦ ଆଗକୁ ବଢ଼ିଛି ଆସାମ। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଏହି ସୂଚନା ଦେଇଛି। ଶୁକ୍ରବାର ସନ୍ଧ୍ୟାରେ ଆସାମ କ୍ୟାବିନେଟ୍‍ ରାଜ୍ୟରେ ଲାଗୁଥିବା ସ୍ୱତନ୍ତ୍ର ମୁସଲ୍‍ମାନ ବିବାହ ଓ ବିଚ୍ଛଦ ଆଇନ-୧୯୩୫କୁ ଉଚ୍ଛେଦ କରିଛି।

Assam News: ଆସାମରେ ମୁସଲମାନ ବିବାହ ଓ ବିଚ୍ଛେଦ ଆଇନ ପ୍ରତ୍ୟାହୃତ
Image Credit: ସୌଜନ୍ୟ- ସୋସିଆଲ ମିଡି଼ଆ

About the Author