ଶାସକ ଏନଡିଏ ମେଣ୍ଟର ଅଂଶୀଦାର ଜେଡିୟୁକୁ ଟାର୍ଗେଟ କରିଛି ପୂର୍ବତନ ସହଯୋଗୀ ଏଲଜେପି।
Trending Photos
ପାଟନା: ଚଳିତ ବର୍ଷ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ (Bihar Assembly Elelction 2020) ଲାଗି ଦିନ ପାଖେଇ ଆସୁଥିବା ବେଳେ ସରଗରମ ହୋଇଉଠିଛି ରାଜ୍ୟର ରାଜନୈତିକ ପାଣିପାଗ। ଏଥରର ନିର୍ବାଚନରେ କେଉଁ ଦଳକୁ କେତେ ଆସନ ମିଳିବ ତାହାର ମଧ୍ୟ ପୂର୍ବାନୁମାନ କରିଦେଉଛନ୍ତି ବିଭିନ୍ନ ଦଳର ନେତା। ଏହା ସହ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ପରସ୍ପର ପ୍ରତି ଆରୋପ-ପ୍ରତ୍ୟାରୋପ କରିବାରେ ଲାଗି ପଡିଛନ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ବିଭିନ୍ନ ଦଳ।
आदरणीय नीतीश कुमार जी ने प्रचार का पूरा ज़ोर मेरे और प्रधानमंत्री जी के बीच दूरी दिखने में लगा रखा है।बटो और राज करो की नीती में माहिर मुख्यमंत्री जी हर रोज़ मेरे और भाजपा के बीच दूरी बनाने का प्रयास कर रहे है।
— युवा बिहारी चिराग पासवान (@iChiragPaswan) October 18, 2020
मेरे और प्रधानमंत्रीजी के रिश्ते कैसे है मुझे यह प्रदर्शन करने की ज़रूरत नहीं है।पापा जब अस्पताल में थे तब से लेकर उनकी अंतिम यात्रा तक उन्होंने मेरे लिए जो कुछ किया उसे मैं कभी नहीं भूल सकता।
— युवा बिहारी चिराग पासवान (@iChiragPaswan) October 18, 2020
ଏହିକ୍ରମରେ ଶାସକ ଏନଡିଏ (NDA) ମେଣ୍ଟର ଅଂଶୀଦାର ଜନତାଦଳ ୟୁନାଇଟେଡ-ଜେଡିୟୁ (JDU-Janata Dal United) ଟାର୍ଗେଟ କରିଛି ପୂର୍ବତନ ସହଯୋଗୀ ଲୋକ ଜନଶକ୍ତି ପାର୍ଟି-ଏଲଜେପି (LJP-Lok Janashakti Party)।
मैं नहीं चाहता की मेरी वजह से प्रधानमंत्री @narendramodi जी किसी धर्मसंकट में पड़े। वे अपना गठबंधनधर्म निभाए।आदरणीय मौजूदा मुख्यमंत्री @NitishKumar जी को संतुष्ट करने के लिए मेरे ख़िलाफ़ भी कुछ कहना पड़े तो निस्संकोच कहे।
— युवा बिहारी चिराग पासवान (@iChiragPaswan) October 18, 2020
ପ୍ରାୟ ୧୫ ବର୍ଷ ଧରି କ୍ଷମତାରେ ରହିବା ରାଜ୍ୟର ବିକାଶ ଲାଗି କ'ଣ କରିଛି ତାହାର ହିସାବ ଦେବାକୁ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାର (CM Nitish Kumar) ଙ୍କୁ କହିଛନ୍ତି ଏଲଜେପି ସୁପ୍ରିମୋ ତଥା ସାଂସଦ ଚିରାଗ ପାଶ୍ୱାନ (MP Chiarag paswan)। ବିଗତ ୫ ବର୍ଷରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ବିଧାୟକ କ’ଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି? ଏହା ସହିତ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଗତ ୧୫ ବର୍ଷରଲ କଥା କହୁଛନ୍ତି ହେଲେ ଗତ ୫ ବର୍ଷରେ ହୋଇଥିବା କଥା କହୁନାହାଁନ୍ତି। ବିଗତ ୫ ବର୍ଷରେ ନୀତୀଶ ସରକାରର କୌଣସି ସଫଳତା ନାହିଁ। ଏହା ସହିତ ଚିରାଗ ପାଶ୍ୱାନ ମଧ୍ୟ ଅସମ୍ଭବନୀତିଶ ହ୍ୟାସଟ୍ୟାଗ୍ ଆରମ୍ଭ କରିଛନ୍ତି।
मैं नहीं चाहता की मेरी वजह से प्रधानमंत्री @narendramodi जी किसी धर्मसंकट में पड़े। वे अपना गठबंधनधर्म निभाए।आदरणीय मौजूदा मुख्यमंत्री @NitishKumar जी को संतुष्ट करने के लिए मेरे ख़िलाफ़ भी कुछ कहना पड़े तो निस्संकोच कहे।
— युवा बिहारी चिराग पासवान (@iChiragPaswan) October 18, 2020
नीतीश कुमार जी को भाजपा के साथियों का धन्यवाद करना चाहिए की वे मुख्यमंत्री के ख़िलाफ़ इतना आक्रोश होने के बावजूद गठबंधनधर्म निभा रहे है और हर दिन नीतीश कुमार जी को प्रमाणपत्र देते है की वे चिराग के साथ नहीं है।
— युवा बिहारी चिराग पासवान (@iChiragPaswan) October 18, 2020
ଏନେଇ ଟ୍ୱିଟ କରି ଚିରାଗ ଲେଖିଛନ୍ତି, ସମ୍ମାନିତ ନୀତୀଶ କୁମାର ଜୀଙ୍କର ବିଗତ ୫ ବର୍ଷକୁ ଦେଖିଲେ ଆଗାମୀ ୫ ବର୍ଷର ସ୍ଥିତି କଳ୍ପନା କରାଯାଇପାରେ। ବିହାରକୁ ଏହି ଶକ୍ତିହୀନତାରୁ ବାହାରିବା ଆବଶ୍ୟକ ଏଥିଲାଗି କଠୋର ପଦକ୍ଷେପ ନେବାକୁ ହେବ । ଜେଡିୟୁକୁ ଦିଆଯାଇଥିବା ଗୋଟିଏ ଭୋଟ୍ ଆସନ୍ତାକାଲି ବିହାରକୁ ନଷ୍ଟ କରିଦେବ। ଯଦି କୌଣସି ବିଧାୟକ ମନ୍ତ୍ରୀ କିମ୍ବା ସମ୍ମାନିତ ନୀତୀଶ କୁମାର ଜୀ ଭୋଟ୍ ମାଗିବାକୁ ଆସନ୍ତି ତାହେଲେ ଭୋଟର ତାଙ୍କୁ ପଚାରନ୍ତୁ ସେ ଗତ ୫ ବର୍ଷରେ କଣ କରିଛନ୍ତି? ନୀତୀଶ କୁମାର ସାତଟି ନିଷ୍ପତ୍ତିରେ କେଉଁ ପ୍ରତିଜ୍ଞା ପୂରଣ ହୋଇଛି ତାହା ମୋତେ ପଚାରନ୍ତୁ । "
बिहार फ़र्स्ट की सोच से JDU के नेताओं की गले की फाँस बन चुका है। प्रधानमंत्रीजी के विकास के मंत्र के साथ मैं और #बिहार1stबिहारी1st प्रतिबद्ध है।
— युवा बिहारी चिराग पासवान (@iChiragPaswan) October 18, 2020
ଏହା ବ୍ୟତୀତ ଚିରାଗ ଲେଖିଛନ୍ତି "ବିଗତ ୫ ବର୍ଷର କାର୍ଯ୍ୟକାଳ ବିଷୟରେ କିଛି କହିବା ଏକ ପ୍ରହସନ। ବିହାର ଲୋକଙ୍କୁ ଗତ ୫ ବର୍ଷର କାର୍ଯ୍ୟକଳାପ ବିଷୟରେ ଅବଗତ କରାଯାଉ ନାହିଁ। କେବଳ ଗାଦି ହାତେଇବା ଖେଳରେ ସାହେବ ବିହାର ଲୋକଙ୍କୁ ବର୍ବାଦ କରିଦେଇଛନ୍ତି। ଗତ ୫ ବର୍ଷରେ ରାଜ୍ୟରେ ଅଫିସର ରାଜ ହୋଇଛି। ସାତ ପ୍ରତିଜ୍ଞା ମଧ୍ୟରୁ କୌଣସି ନିଷ୍ପତ୍ତି ପୂରଣ ହୋଇନାହିଁ। ଗତ ବର୍ଷରେ କରାଯାଇଥିବା କାର୍ଯ୍ୟର ବିବରଣୀ ଦିଅନ୍ତୁ। ଆପଣଙ୍କ ସ୍ନେହ ଏବଂ ଆର୍ଶୀର୍ବାଦରେ ଜେଡିୟୁ ଠାରୁ ଏଲଜେପି ଅଧିକ ଆସନରେ ଜିତିବ। ଏହା ସହିତ ପ୍ରଥମ ବିହାରୀ ପ୍ରଥମ ସଂକଳ୍ପ ସହ ନୂଆ ବିହାର ଏବଂ ଯୁବ ବିହାର ଗଠନ କରିବ ଏଲଜେପି।
नीतीश कुमार जी को भाजपा के साथियों का धन्यवाद करना चाहिए की वे मुख्यमंत्री के ख़िलाफ़ इतना आक्रोश होने के बावजूद गठबंधनधर्म निभा रहे है और हर दिन नीतीश कुमार जी को प्रमाणपत्र देते है की वे चिराग के साथ नहीं है।
— युवा बिहारी चिराग पासवान (@iChiragPaswan) October 18, 2020
ବିହାର ନିର୍ବାଚନୀ ମାହୋଲ ଏବେ ଚରମ ସୀମାରେ ପହଞ୍ଚିଛି। ଏପରିକି ଚିରାଗ ପାଶ୍ୱାନ ଦାବି କରିଛନ୍ତି ଏଲଜେପି ବିହାର ନିର୍ବାଚନରେ ଜେଡିୟୁ ଠାରୁ ଅଧିକ ଆସନରେ ଜିତିବ। ଏନଡିଏର ସବୁଠାରୁ ବଡ ନେତା ତଥା ପ୍ରଧାନମନ୍ତ୍ରୀ ମୋଦି ବିହାରର ନିର୍ବାଚନ ପ୍ରଚାରରେ ଭାଗ ନେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ୨୩ ଅକ୍ଟୋବରରୁ ବିହାରରେ ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦି0 ବିହାରରେ ୧୨ଟି ରାଲି କରିବେ।