ସପ୍ତାହରେ ୨ ଦିନ ବଦଳରେ ୩ ଦିନ ମିଳିବ ଛୁଟି! FY-୨୩ ମଧ୍ୟରେ ଲାଗୁହେବ ଲେବର କୋଡ୍

New Labour Code: ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ଚାରୋଟି ଲେବର କୋଡ୍ କାର୍ଯ୍ୟକାରୀ ହେବାର ସମ୍ଭାବନା ଅଛି । କାରଣ ବହୁ ସଂଖ୍ୟକ ରାଜ୍ୟ ଏଗୁଡିକ ଉପରେ ନିୟମ ଡ୍ରାଫ୍ଟ ଚୂଡାନ୍ତ କରିଛନ୍ତି ।

ସପ୍ତାହରେ ୨ ଦିନ ବଦଳରେ ୩ ଦିନ ମିଳିବ ଛୁଟି! FY-୨୩ ମଧ୍ୟରେ ଲାଗୁହେବ ଲେବର କୋଡ୍

About the Author