କୋରୋନା ମହାସଙ୍କଟ: ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ରୁ ଉର୍ଦ୍ଧ୍ୱ, ମୃତ୍ୟୁ ସଂଖ୍ୟା ୬୪

ମହାରାଷ୍ଟ୍ରରେ ସଂକ୍ରମିତ କୋରୋନା ସଂଖ୍ୟା ୧୦୦୦ ଅତିକ୍ରମ କରିସାରିଛି । ରାଜ୍ୟରେ ବର୍ତ୍ତମାନ ୧୦୧୮ ଜଣଙ୍କୁ କୋରୋନା ପଜିଟିଭ ଥିବାର ପୃଷ୍ଟି କରାଯାଇଛି । ଏଥିରୁ ୬୪ ଜଣଙ୍କ ମୃତ୍ୟୁ ଘଟିଛି ।

କୋରୋନା ମହାସଙ୍କଟ: ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ରୁ ଉର୍ଦ୍ଧ୍ୱ, ମୃତ୍ୟୁ ସଂଖ୍ୟା ୬୪

About the Author