ରାଜସ୍ଥାନରେ ରାଜନୈତିକ ଅସ୍ଥିରତା: ସଞ୍ଜୟଙ୍କ କଟାକ୍ଷ, କହିଲେ 'ମଧୁର ସମସ୍ୟା'

ରାଜସ୍ଥାନରେ ରାଜନୈତିକ ଅସ୍ଥିରତାକୁ ନେଇ କଟାକ୍ଷ କରିଛନ୍ତି ଆପ ସାଂସଦ ସଞ୍ଜୟ ସିଂ। ସଞ୍ଜୟ ସିଂ ଟ୍ୱିଟ୍ ମାଧ୍ୟମରେ ରାଜସ୍ଥାନର ରାଜନୈତିକ ସଙ୍କଟ ସମ୍ପର୍କରେ କହିଛନ୍ତି ଯେ କଂଗ୍ରେସର ଏକ ସୁନ୍ଦର ସମସ୍ୟା ରହିଛି "ବାହାର ଲୋକଙ୍କ ସହ ଲଢନ୍ତୁ ନାହିଁ, ଭିତରର ଲୋକଙ୍କ ସହ ଲଢନ୍ତୁ"।

ରାଜସ୍ଥାନରେ ରାଜନୈତିକ ଅସ୍ଥିରତା: ସଞ୍ଜୟଙ୍କ କଟାକ୍ଷ, କହିଲେ 'ମଧୁର ସମସ୍ୟା'

About the Author