Pakistan Election 2024: ପାକିସ୍ତାନରେ ରାଷ୍ଟ୍ରପତି ନିର୍ବାଚନ ନେଇ ତାରିଖ ଘୋଷଣା

Pakistan Election 2024: ପାକିସ୍ତାନରେ କିଏ ଗଢିବ ସରକାର । ଏନେଇ ଛକା ପଞ୍ଝା ଲାଗିରହିଥିବା ବେଳେ ପାକିସ୍ତାନ ନିର୍ବାଚନ କମିଶନ ରାଷ୍ଟ୍ରପତି ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି । ଏହା ଏକ ପରୋକ୍ଷ ନିର୍ବାଚନ ପ୍ରକ୍ରିୟା ଅଟେ । ୧୦୦ ସଦସ୍ୟ ବିଶିଷ୍ଟ ସିନେଟ୍‍ ରାଷ୍ଟ୍ରପତି ନିର୍ବାଚନ କରିବେ।

Pakistan Election 2024: ପାକିସ୍ତାନରେ ରାଷ୍ଟ୍ରପତି ନିର୍ବାଚନ ନେଇ ତାରିଖ ଘୋଷଣା

About the Author