Speaker Election: ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ଓମ ବିର୍ଲା ଏବଂ କେ ସୁରେଶ

ରାଜନାଥ ସିଂ କହିଛନ୍ତି ଯେ ସେ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପୁନର୍ବାର ଆଲୋଚନା ପାଇଁ ଡକାଇବେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ରାଜନାଥ ସିଂହ କରିନାହାନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀଙ୍କ ସହଯୋଗ ଲୋଡିଛନ୍ତି କିନ୍ତୁ ଆମ ନେତାଙ୍କୁ ଅପମାନିତ କରାଯାଉଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

Speaker Election: ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ଓମ ବିର୍ଲା ଏବଂ କେ ସୁରେଶ

About the Author