ସବୁ ନିୟମ ମାନି ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଯେମିତି କି ପରସ୍ପର ଠାରୁ ଦୂରତା ବଜାୟ ରଖିବେ । ଏହା ପ୍ରତି ସ୍କୁଲ୍ କର୍ତ୍ତୁକକ୍ଷ ଧ୍ୟାନ ଦେବେ । ଏହା ସହ ଏହି ପରୀକ୍ଷା ପରିଚାଳନା କରୁଥିବା ସମସ୍ତ ଶିକ୍ଷକ, ଅନ୍ୟ କର୍ମଚାରୀ ତଥା ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । ଏଥିସହିତ ପରୀକ୍ଷା ହଲ୍‌ରେ ସମ୍ପୂର୍ଣ୍ଣ ସଚେତନତା ଅବଲମ୍ବନ କରିବା ସହିତ ସାନିଟାଇଜର ଉପଲବ୍ଧ ହେବ । କୋରୋନା ସଂକ୍ରମଣ ର ଜରୁରୀ ଗାଇଡଲାଇନକୁ ରକ୍ଷା କରିବାକୁ ପଡ଼ିବ ।

ସବୁ ନିୟମ ମାନି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
Image Credit: ପ୍ରତୀକାତ୍ମକ ଫଟୋ

About the Author