ଆଜି ବି ତୈଳ ଦରରେ ଆସିନି କୌଣସି ପରିବର୍ତ୍ତନ
Advertisement

ଆଜି ବି ତୈଳ ଦରରେ ଆସିନି କୌଣସି ପରିବର୍ତ୍ତନ

ଆଜି ଦେଶର ରାଜଧାନୀ ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୬୯.୫୯ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୭୬.୩୧ ଟଙ୍କା ରହିଛି । ସେହିପରି କୋଲକାତାରେ ଲିଟର ପିଛା ୭୩.୩୦ ଟଙ୍କାରେ ବିକ୍ରି ହେଉଛି । 

ଆଜି ବି ତୈଳ ଦରରେ ଆସିନି କୌଣସି ପରିବର୍ତ୍ତନ

ନୂଆଦିଲ୍ଲୀ: ଦେଶସାରା କୋରୋନା ମୁକାବିଲା ପାଇଁ ଲକ୍ ଡାଉନ୍ ଜାରି ରହିଛି । ଆଜି ଅର୍ଥାତ ଏପ୍ରିଲ ୫ରେ ଦେଶରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଆସି ନାହିଁ । ଦିଲ୍ଲୀ ସମେତ ଦେଶର ୪ଟି ମହାନଗରରେ ପେଟ୍ରୋଲ-ଡିଜେଲ ଦର ଅପରିବର୍ତ୍ତିତ ରହିଛି । 

ଆଜି ଦେଶର ରାଜଧାନୀ ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୬୯.୫୯ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୭୬.୩୧ ଟଙ୍କା ରହିଛି । ସେହିପରି କୋଲକାତାରେ ଲିଟର ପିଛା ୭୩.୩୦ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୭୨.୨୮ ଟଙ୍କା ରହିଛି । ଅନ୍ୟପକ୍ଷେ ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୬୮.୫୮ ଟଙ୍କା ରହିଛି ।

ଅନ୍ୟପଟେ ଦିଲ୍ଲୀରେ ଡିଜେଲ ଲିଟର ପିଛା ୬୨.୨୯ ଟଙ୍କା ରହିଛି। ମୁମ୍ବାଇରେ  ଡିଜେଲ ଲିଟର ପିଛା ୬୬.୨୧ ଟଙ୍କା ବିକ୍ରି ହେଉଛି । ସେହିପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ୬୫.୬୨ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୬୫.୭୧ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୬୬.୭୦ ଟଙ୍କା ଦରରେ ବିକ୍ରି ହେଉଛି ।
 ।