Advertisement
Photo Details/zeeodisha/odisha1183959
photoDetails0hindi

Delhi Fire Tragedy: ତିନି ମହଲା କୋଠାରେ କେମିତି ଲାଗିଲା ନିଆଁ? ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି, ମାଲିକ ଗିରଫ

ପୀଡିତ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ PMNRFରୁ ୨ ଲକ୍ଷ ଓ ଆହତଙ୍କୁ ୫୦୦୦୦ ଲେଖାଏଁ ଦିଆଯିବ।

1/9

ମୁଣ୍ଡକା ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି।

2/9

ଫରେନ୍ସିକ୍ ଟିମ୍ ସହାୟତାରେ ମୃତଦେହ ଗୁଡିକର ଚିହ୍ନଟ କରାଯାଉଛି।

3/9

୧୨ ଜଣ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଅନେକ ପ୍ରାଣ ଭୟରେ ଉପରୁ ତଳକୁ ଡେଇଁଥିଲେ। 

4/9

ପୀଡିତ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ PMNRFରୁ ୨ ଲକ୍ଷ ଓ ଆହତଙ୍କୁ ୫୦୦୦୦ ଲେଖାଏଁ ଦିଆଯିବ।

5/9

FIR ପଞ୍ଜିକରଣ କରି କମ୍ପାନୀ ମାଲିକକୁ ପୋଲିସ ଗିରଫ କରିଛି।

6/9

ଉଦ୍ଧାର କାର୍ଯ୍ୟରେ ୨୫ରୁ ଊର୍ଦ୍ଧ୍ୱ ଦମକଳ ଓ NDRF ଟିମ୍ ନିୟୋଜିତ ଥିଲେ।

7/9

ଏବେ ବି ଅନେକ ଲୋକ ନିଖୋଜ ଥିବା କୁହାଯାଉଛି।

8/9

ତିନି ମହଲା କୋଠାରେ ଗୋଟିଏ ସିଡି ଥିବାରୁ ଲୋକେ ଫସିଯାଇଥିଲେ: ଅଗ୍ନିଶମ ଅଧିକାରୀ

9/9

ଅଗ୍ନିକାଣ୍ଡ ଘଟିଥିବା କୋଠାରେ ସିସିଟିଭି କ୍ୟାମେରା ସୋ ରୁମ୍ ଓ ଗୋଦାମ ଥିଲା।