Rojgar Mela 2024: ଆଜି ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

Rojgar Mela: ବିକଶିତ ଭାରତର ସଙ୍କଳ୍ପକୁ ଅଧିକ ସଶକ୍ତ କରିବା ପାଇଁ ସାମର୍ଥବାନ୍ ଯୁବଶକ୍ତି। ଯୁବବର୍ଗଙ୍କୁ ସରକାରୀ ଚାକିରି ଦେବା ପାଇଁ ରୋଜଗାର ମେଳାର ଆୟୋଜନ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Pm Narendra Modi) ଏକ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର (recruitment letters) ବଣ୍ଟନ କରିବେ। ବିଭିନ୍ନ ସରକାରୀ ବିଭାଗ ଏବଂ ଅନୁଷ୍ଠାନରେ ବିଭିନ୍ନ ପଦବୀରେ ନିଯୁକ୍ତ କରାଯାଇଛି।

 Rojgar Mela 2024: ଆଜି ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

About the Author