ଦେଶର ସବୁଠାରୁ ବଡ଼ କେବଲ୍ ବ୍ରିଜ୍ ର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଖର୍ଚ୍ଚ ହୋଇଛି କେତେ କୋଟି?

Sudarshan Setu: ଲୋକର୍ପିତ ହେଲା ଦେଶର ସବୁଠାରୁ ବଡ଼ କେବଲ୍ ବ୍ରିଜ୍ ‘ସୁଦର୍ଶନ ସେତୁ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଜ୍ରର ଉଦ୍ଦଘାଟନ କରିଛନ୍ତି । ଗୁଜୁରାଟ ଓଖା ମୁଖ୍ୟ ସହରରୁ ଏହି କେବଲ୍ ବ୍ରିଜ୍ ବେଟ୍ ଦ୍ବାରକା ଦ୍ବୀପକୁ ସଂଯୋଗ କରିବ ।

ଦେଶର ସବୁଠାରୁ ବଡ଼ କେବଲ୍ ବ୍ରିଜ୍ ର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଖର୍ଚ୍ଚ ହୋଇଛି କେତେ କୋଟି?

About the Author