ସିଜେଆଇ ବୋବଡେଙ୍କୁ ନେଇ ପ୍ରଶାନ୍ତ ଭୂଷଣଙ୍କ ଆଉ ଏକ ବିବାଦୀୟ ଟ୍ୱିଟ୍, ଏଥର ବି ଅବମାନନା ?

ଜଣେ ସାମାଜିକ କର୍ମୀ ଭାବରେ ପରିଚିତ ପ୍ରଶାନ୍ତ ଭୂଷଣଙ୍କ ଏହି ଟ୍ୱିଟ ପରେ କୋର୍ଟ ମଧ୍ୟ ଏହି ମାମଲାରେ ଅବମାନନା ନୋଟିସ ଜାରି କରିବେ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଶ୍ନ ଏହା ମଧ୍ୟ ଯେ CJI କୌଣସି ରାଜ୍ୟ ସରକାରଙ୍କ ଠାରୁ ଏହି ସୁବିଧା ନେବାକୁ ଅଧିକୃତ କି ନାହିଁ ।

ସିଜେଆଇ ବୋବଡେଙ୍କୁ ନେଇ ପ୍ରଶାନ୍ତ ଭୂଷଣଙ୍କ ଆଉ ଏକ ବିବାଦୀୟ ଟ୍ୱିଟ୍, ଏଥର ବି ଅବମାନନା ?

About the Author