Rahul Gandhi: ରାହୁଲଙ୍କୁ ମିଳିଲା ଜାମିନ, ଜାଣନ୍ତୁ କଣ ଥିଲା ମାମଲା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦ ଫେବୃଆରୀରେ ଉତ୍ତରପ୍ରଦେଶର ସୁଲତାନପୁରର ସାଂସଦ-ବିଧାୟକ କୋର୍ଟରେ ହାଜର ହୋଇଥିଲେ। ଅମିତ ଶାହାଙ୍କ ବିରୋଧରେ ଆସିଥିବା 'ଅପମାନଜନକ' ମନ୍ତବ୍ୟ ପାଇଁ ରାହୁଲଙ୍କ ବିରୋଧରେ ମାନହାନି ମକଦ୍ଦମା ବିଚାରାଧୀନ ଅଛି। ରାହୁଲ ଗାନ୍ଧୀଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ୨୫ ହଜାର ଟଙ୍କା ସୁରକ୍ଷା ଏ

Rahul Gandhi: ରାହୁଲଙ୍କୁ ମିଳିଲା ଜାମିନ, ଜାଣନ୍ତୁ କଣ ଥିଲା ମାମଲା

About the Author