• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha National-International
  • /Naxal Encounter: ଏନକାଉଣ୍ଟରରେ ଦୁଇ ନକ୍ସଲ ନିହତ, ଅନେକ ଗୁରୁତର

Naxal Encounter: ଏନକାଉଣ୍ଟରରେ ଦୁଇ ନକ୍ସଲ ନିହତ, ଅନେକ ଗୁରୁତର

Naxal Encounter: ଦୁଇ ନକ୍ସଲ ନିହତ, ଅନେକ ଗୁରୁତର

Published: Mar 19, 2024, 07:49 PM IST|Updated: Mar 19, 2024, 07:49 PM IST
joinshare
Naxal Encounter: ଏନକାଉଣ୍ଟରରେ ଦୁଇ ନକ୍ସଲ ନିହତ, ଅନେକ ଗୁରୁତର

Trending

  • News
  • Photos
  • Videos
IND vs SL: ଟିମ୍ ଇଣ୍ଡିଆ ପାଇଁ ବଡ଼ ଖୁସି ଖବର, ପ୍ରଥମ ଟେଷ୍ଟ ଖେଳିବେ ଶୁଭମନ ଗିଲ୍

IND vs SL: ଟିମ୍ ଇଣ୍ଡିଆ ପାଇଁ ବଡ଼ ଖୁସି ଖବର, ପ୍ରଥମ ଟେଷ୍ଟ ଖେଳିବେ ଶୁଭମନ ଗିଲ୍

2

Heavy Rain Alert: ଆସୁଛି ବଡ଼ ବର୍ଷା! ୧୫ ଅଗଷ୍ଟ ଯାଏଁ ଏହି ରାଜ୍ୟଗୁଡ଼ିକ ପାଇଁ ଆଲର୍ଟ ଜାରି...

3

Odisha News: ୧୩ କୋଟିର ଗଞ୍ଜେଇ ଜବତ

4

Pm Modi: 'ଜୋ ଖେଲେଗା ଓ୍ବ ଖିଲେଗା'

5

Top 10 News Today: IIRF ରାଙ୍କିଂ-୨୦୨୬ରେ ଓଡ଼ିଶାର ୩ ପ୍ରମୁଖ ସରକାରୀ ମେଡିକାଲ କଲେଜ, ପୂର୍ବତନ

Naxal Encounter: ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ନକ୍ସଲ ପ୍ରଭାବିତ ଜିଲ୍ଲାମାନଙ୍କରେ ସୁରକ୍ଷା ବାହିନୀ ନିରନ୍ତର ସର୍ଚ୍ଚ ଅପରେସନ କରୁଛନ୍ତି। ଅପରାହ୍ନରେ ପୁନର୍ବାର ଏନକାଉଣ୍ଟରରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଆଉ ଦୁଇଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହି ଏନକାଉଣ୍ଟରରେ ଆହୁରି ଅନେକ ନକ୍ସଲ ଆହତ ହୋଇଥିବା ଖବର ରହିଛି। ଘଟଣାସ୍ଥଳରୁ ଦୁଇଟି ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି। ଏହି ଅଞ୍ଚଳରେ ଗୁଳି ବିନିମୟ ଜାରି ରହିଛି। ତେବେ ଏପର୍ଯ୍ୟନ୍ତ ଏନକାଉଣ୍ଟର ନିଶ୍ଚିତ ହୋଇନାହିଁ।

ଏଠାରେ କହି ରଖୁ ଯେ ବିଜାପୁର ଏବଂ ଡାଣ୍ଟେୱାଡା ସୀମା ନିକଟରେ ଥିବା ଗାମ୍ପୁର ପୁରଙ୍ଗେଲ ଜଙ୍ଗଲରେ ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଥିଲା। ଏହି ଏନକାଉଣ୍ଟରରେ ପୋଲିସ ଜଣେ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଥିଲା। ସୂଚନାନୁସାରେ, ନକ୍ସଲମାନଙ୍କ ଉପସ୍ଥିତି ବିଷୟରେ ସୂଚନା ଉପରେ DRG ଏବଂ ବସ୍ତର ଫାଇଟର୍ସ (BFR) ଦାନ୍ତେୱାଡ଼ାର ମିଳିତ ଦଳ ଏବଂ CRPF 111, 230, 231 ବାଟାଲିୟନର ୟଙ୍ଗ ପ୍ଲାଟୁନ୍ ନକ୍ସଲ ବିରୋଧୀ ଅପରେସନ୍ ଆରମ୍ଭ କରିଥିଲେ। ସର୍ଚ୍ଚ ଅପରେସନ୍ ସମୟରେ ଏକ ଏନକାଉଣ୍ଟରରେ ଜଣେ ପୁରୁଷ ନକ୍ସଲଙ୍କୁ ହତ୍ୟା କରିବାରେ ଦାନ୍ତେୱାଡ଼ା ପୋଲିସ ସଫଳ ହୋଇଥିଲା।

Add Zee News as a Preferred Source
TAGS:
naxal encounter
Naxalite
Bastar
latest odia news