IPC ବଦଳରେ ୧ ଜୁଲାଇରୁ ଦେଶରେ ଲାଗୁ ହେବ ନୂଆ ଅପରାଧିକ ଆଇନ

New Criminal Laws: ଆପଣଙ୍କୁ କହିରଖୁଛୁ ଯେ ଏହି ତିନୋଟି ନୂତନ ଆଇନ୍ ସଂସଦରେ ପାରିତ ହୋଇସାରିଛି। ଏହା ବ୍ୟତୀତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଗତ ବର୍ଷ ଡିସେମ୍ବରରେ ଏହାକୁ ସମ୍ମତି ପ୍ରଦାନ କରିଥିଲେ।

IPC ବଦଳରେ ୧ ଜୁଲାଇରୁ ଦେଶରେ ଲାଗୁ ହେବ ନୂଆ ଅପରାଧିକ ଆଇନ
Image Credit: New Criminal Laws will be implimented

About the Author