AAP କୁ ବଡ଼ ଝଟକା, ୧୫ ଜୁନ୍ ସୁଦ୍ଧା ପାର୍ଟି ଅଫିସ୍ ଖାଲି କରିବାକୁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ

Supreme Court News: ଆମ୍ ଆଦମୀ ପାର୍ଟି ବିରୁଦ୍ଧରେ ଅଭିଯୋଗ କରାଯାଇଥିଲା ଯେ ରାଉସ୍ ଆଭେନ୍ୟୁ କୋର୍ଟକୁ ଦିଆଯାଇଥିବା ଜମିରେ ସେ ନିଜର କାର୍ଯ୍ୟାଳୟ ନିର୍ମାଣ କରିଛି। ହାଇକୋର୍ଟ ମଧ୍ୟ ଏହାର ଅସନ୍ତୋଷ ବ୍ୟକ୍ତ କରି କାର୍ଯ୍ୟାଳୟ ଖାଲି କରିବାକୁ କହିଥିଲେ। ଏହା ପରେ AAP ସୁପ୍ରୀମକୋର୍ଟକୁ ଯାଇଥିଲା।

AAP କୁ ବଡ଼ ଝଟକା, ୧୫ ଜୁନ୍ ସୁଦ୍ଧା ପାର୍ଟି ଅଫିସ୍ ଖାଲି କରିବାକୁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ
Image Credit: Supreme Court News

About the Author