ଅଖିଳେଶ ଯାଦବଙ୍କୁ ସମନ ପଠାଇଲା CBI, ଜାଣନ୍ତୁ କ'ଣ ରହିଛି ମାମଲା?

CBI summons Akhilesh Yadav: ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମଧ୍ୟ ସିବିଆଇର ରାଡାରରେ ଆସିଛନ୍ତି। ବେଆଇନ ଖଣି ମାମଲାରେ ସାକ୍ଷୀ ଭାବେ ପଚରାଉଚରା ପାଇଁ ସିବିଆଇ ଅଖିଳେଶ ଯାଦବଙ୍କୁ ସମନ ପଠାଇଛି। ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସମାଜବାଦୀ ପାର୍ଟି କହିଛି।

ଅଖିଳେଶ ଯାଦବଙ୍କୁ ସମନ ପଠାଇଲା CBI, ଜାଣନ୍ତୁ କ'ଣ ରହିଛି ମାମଲା?
Image Credit: CBI summons Akhilesh Yadav in illegal mining case

About the Author