Uttarakhand Cabinet Clears UCC: ମଙ୍ଗଳବାର ଉତ୍ତରାଖଣ୍ତ ବିଧାନସଭାରେ ଉପସ୍ଥାପନ ହେବ ୟୁସିସି ବିଧେୟକ

Uttarakhand Cabinet Clears UCC: ଉତ୍ତରାଖଣ୍ତ ସରକାରଙ୍କ (Uttarakhand Government) ଦ୍ବାରା ନିଯୁକ୍ତ ଉଚ୍ଚ ସ୍ତରୀୟ କମିଟି ସୁପାରିଶ କରିଥିବା ସମାନ ନାଗରିକ ସଂହିତା (UCC) ବିଲ୍ ରବିବାର ରାଜ୍ୟ କ୍ୟାବିନେଟର(State Cabinet) ଅନୁମୋଦନ ଲାଭ କରିଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ (Pushkar Singh Dhami) ଅଧ୍ଯକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ନାଗରିକ ଆଇନରେ ସମାନତା ଆଣିବା ବିଲର ମୂଳ ଉଦ୍ଦେଶ୍ୟ ଅଟେ ।

Uttarakhand Cabinet Clears UCC: ମଙ୍ଗଳବାର ଉତ୍ତରାଖଣ୍ତ ବିଧାନସଭାରେ ଉପସ୍ଥାପନ ହେବ ୟୁସିସି ବିଧେୟକ
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author