Vibhav Kumar arrested: ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାରିବା ଅଭିଯୋଗ, ବିଭବ କୁମାର ଗିରଫ

ଏଫ୍ଆଇଆରରେ ଏହା ଲେଖାଯାଇଥିଲା ଯେ ସେ ଚାଲିବାରେ ମଧ୍ୟ ସକ୍ଷମ ନୁହଁନ୍ତି, ଭିଡିଓରେ ଏହା ଜଣାପଡିଛି ଯେ ସେ ନିଜ ପାଦରେ ସହଜରେ ଚାଲି ପାରୁଛନ୍ତି ବୋଲି ଆପ ପକ୍ଷକୁ ଦାବି କରାଯାଇଛି।

Vibhav Kumar arrested: ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାରିବା ଅଭିଯୋଗ, ବିଭବ କୁମାର ଗିରଫ

About the Author