କାର୍ଗିଲ ବିଜୟ ଦିବସ: ଅଭୁଲା କାହାଣୀ ୬୦ ଦିନର

ଏହି ଯୁଦ୍ଧ ମାଧ୍ୟମରେ ପାକିସ୍ତାନ କାଶ୍ମୀର ଏବଂ ଲଦାଖକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ସହିତ ସିଆଚିନକୁ ନିଜ ଅକ୍ତିଆରକୁ ନେବାକୁ ଚାହୁଁଥିଲା। ଏଥି ସହିତ ସିଆଚେନ୍ ଗ୍ଲାସିଅରରୁ ଭାରତୀୟ ସେନାକୁ ହଟାଇବା ପାକିସ୍ତାନର ଲକ୍ଷ୍ୟ ଥିଲା।

କାର୍ଗିଲ ବିଜୟ ଦିବସ: ଅଭୁଲା କାହାଣୀ ୬୦ ଦିନର

About the Author