• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha National-International
  • /Vikash Encounter: ଯୋଗୀଙ୍କୁ ପ୍ରଶଂସା କଲେ ସହିଦଙ୍କ ଭାଇ

Vikash Encounter: ଯୋଗୀଙ୍କୁ ପ୍ରଶଂସା କଲେ ସହିଦଙ୍କ ଭାଇ

ଯୋଗୀଙ୍କୁ ଭରପୁର ପ୍ରଶଂସା କଲେ ସହିଦଙ୍କ ଭାଇ

Edited ByZee Odisha Desk
Published: Jul 10, 2020, 04:00 PM IST|Updated: Jul 10, 2020, 04:00 PM IST
joinshare
Vikash Encounter: ଯୋଗୀଙ୍କୁ ପ୍ରଶଂସା କଲେ ସହିଦଙ୍କ ଭାଇ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ବିଞ୍ଝାରପୁର ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ

    ବିଞ୍ଝାରପୁର ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ

    2

    ଲାଲକିଲ୍ଲାରୁ ପୂର୍ବ ସରକାରଙ୍କୁ ପରୋକ୍ଷ ଟାର୍ଗେଟ୍‌ କଲେ ପିଏମ ମୋଦୀ, ବର୍ଷା ଆଲର୍ଟ ଓ ଅନ୍ୟ ଖବର

    3

    ବଲାଙ୍ଗିର ରଣ୍ଡାରୁ ଅପହୃତ ବ୍ୟବସାୟୀ ଭୁବନେଶ୍ବରରୁ ଉଦ୍ଧାର

    4

    IND vs SL: ପ୍ରଥମ ଦିନରେ ମାତ୍ର ୭୩ ଓଭର ଖେଳ ସମ୍ଭବ

    5

    Hockey World Cup: ୱେଲ୍ସ ବିପକ୍ଷ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ

    ନୂଆଦିଲ୍ଲୀ: କାନପୁରର ଦୁର୍ଦ୍ଦାନ୍ତ ଅପରାଧି ବିକାଶ ଦୁବେ ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି। ପୋଲିସର ଏହି ଏନକାଉଣ୍ଟରକୁ ନେଇ ବିଭିନ୍ନ ମତ ସାମ୍ନାକୁ ଆସିବାରେ ଲାଗିଛି। ଏପରିକି ଏହାକୁ ନେଇ ରାଜନୀତି ମଧ୍ୟ ମୁଣ୍ଡ ଟେକିସାରିଲାଣି। ତେବେ ଏହାରି ମଧ୍ୟରେ ସହିଦ ହୋଇଥିବା ଜଣେ ପୋଲିସ କର୍ମୀଙ୍କ ଭାଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଛନ୍ତି। 

    ସହିଦଙ୍କ ଭାଇ କମଳାକାନ୍ତ କହିଛନ୍ତି କି, ଯୋଗୀ ହେଉଛନ୍ତି ରୂଦ୍ର ଅବତାର। ଦୁର୍ଦାନ୍ତ ଅପରାଧି ବିକାଶର ଏନକାଉଣ୍ଟର ପାଇଁ ସମସ୍ତ ଶ୍ରେୟ ଯୋଗୀ ଆଦିତ୍ୟନାଥଙ୍କୁ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଯୋଗୀଙ୍କ ଭଳି ସନ୍ୟାସ। ସମାଜର ସମସ୍ୟାକୁ ଆମେ ବୁଝି ପାରୁଛି ବୋଲି ସେ କହିଥିଲେ। 

    କମଲକାନ୍ତ କହିଛନ୍ତି, ରୁଦ୍ର ଅବତାରଙ୍କ ପରି ସେ (ଯୋଗୀ) ନିଜ ସ୍ତରରେ ସବୁକିଛି କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ କେବଳ ଜଣେ ବ୍ୟକ୍ତି ସବୁକିଛି ଠିକ୍ କରିପାରିବେ ନାହିଁ। ' କମଲକାନ୍ତ ଦୁବେ ଆହୁରି କହିଛନ୍ତି ଯେ ବିକାଶ ଦୁବେଙ୍କ ମୃତ୍ୟୁରେ ପରିବାରରେ ମାତ୍ର 10 ପ୍ରତିଶତ ସନ୍ତୁଷ୍ଟ ଅଛନ୍ତି । ବାକିଗୁଡ଼ିକ ଉପରେ କାର୍ଯ୍ୟ କରିବା ଉଚିତ୍ ।

     

    Add Zee News as a Preferred Source
    TAGS:
    Yogi Adityanath
    kanpur encounter
    Chief minister
    vikash dubey
    Police
    martyrs