କୋରୋନା ସ୍ଥିତିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଧାୟକ-ପୋଲିସ ମୁହାଁମୁହିଁ

ଆଜି(ମଙ୍ଗଳବାର) ଏ ବାବଦରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲୀ ବିଧାୟକ ନାଉରୀ ନାଏକ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପାଇଁ ଯିବା ସମୟରେ ପୋଲିସ ସେମାନଙ୍କୁ ମୁଖ୍ୟ ଫାଟକରେ ଅଟକାଇଥିଲା ।

କୋରୋନା ସ୍ଥିତିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଧାୟକ-ପୋଲିସ ମୁହାଁମୁହିଁ
Image Credit: ଫାଇଲ ଫଟୋ

About the Author