Google Pay ଦେଉଛି 2020 ଟଙ୍କା ଜିତିବାର ସୁଯୋଗ ; ଜାଣନ୍ତୁ ଉପାୟ
Advertisement
Article Detail0/zeeodisha/odisha616185

Google Pay ଦେଉଛି 2020 ଟଙ୍କା ଜିତିବାର ସୁଯୋଗ ; ଜାଣନ୍ତୁ ଉପାୟ

 ଗୁଗଲ ପେ ୨୦୨୦ ଷ୍ଟାମ୍ପ (google pay 2020 stamp) ଗ୍ରାହକଙ୍କୁ କ୍ୟାସ ଜିତିବା ପାଇଁ ସୁଯୋଗ ଦେଇଛି ।

Google Pay ଦେଉଛି 2020 ଟଙ୍କା  ଜିତିବାର ସୁଯୋଗ ; ଜାଣନ୍ତୁ ଉପାୟ

ନୂଆଦିଲ୍ଲୀ: ଗୁଗଲ ପେମେଣ୍ଟ ଆପ Google Pay  ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଛି । ଏଇଥର ଗୁଗଲ ପେ ୨୦୨୦ ଷ୍ଟାମ୍ପ (google pay 2020 stamp) ଗ୍ରାହକଙ୍କୁ କ୍ୟାସ ଜିତିବା ପାଇଁ ସୁଯୋଗ ଦେଇଛି । ଏଥିଲାଗି  ଗ୍ରାହକଙ୍କୁ ଷ୍ଟାମ୍ପ୍ସ କଲେକ୍ଟ କରିବାକୁ ହେବ, ଯେଉଁଥିରେ ୩ ଲେୟାରର କେକ୍(3 layer cake stamp) ଥିବା ଜରୁରୀ ।

fallbackୟୁଜର୍ସ ଏହି ଅଫରର ଫାଇଦା ୨୩ ଡିସେମ୍ବରରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ଉଠାଇ ପାରିବେ । ଏଥିଲାଗି ଆପଣଙ୍କୁ  ୭ ଷ୍ଟାମ୍ପ ଏକାଠି କରିବାକୁ ପଡିବ । ଷ୍ଟାମ୍ପରେ ବେଲୁନ୍, ଡିଜେ, ସନଗ୍ଲାସ୍, ଡିସ୍କୋ, ଟଫି, ସେଲ୍ଫି ଓ ପିଜ୍ଜା ରହିଛି । ଏହି ୭ ଷ୍ଟାମ୍ପ କଲେକ୍ଟ କଲେ ୟୁଜର୍ସଙ୍କୁ ୨୦୨୦ ଟଙ୍କା ଜିତିପାରିବେ ।

fallbackକେମିତି କଲେକ୍ଟ କରିବ ଷ୍ଟାମ୍ପ୍ସ

ଷ୍ଟାମ୍ପ୍ସକୁ କଲେକ୍ଟ  କରିବା ଲାଗି ୪ଟି ଉପାୟ ରହିଛି । ୟୁଜର୍ସ ଦିନକୁ କେବଳ  ଗୋଟିଏ ଉପାୟରେ ୫ ଷ୍ଟାମ୍ପ କଲେକ୍ଟ କରିପାରିବ ।

 - ପ୍ରଥମ ଉପାୟରେ ୟୁଜର ଅନ୍ୟ କୌଣସି  ଗୁଗଲ ୟୁଜର କିମ୍ବା ବିଜନେସ୍ କୁ  ପେମେଣ୍ଟ କରିବାକୁ ପଡିବ ।

 -  ଅନ୍ୟ ଉପାୟରେ ୟୁଜରଙ୍କୁ ୩୦୦ ଟଙ୍କାର ବିଲ୍ ପେମେଣ୍ଟ କିମ୍ବା ମୋବାଇଲ୍ ରିଚାର୍ଜ କରିବାକୁ ହେବ ।

-  ୟୁଜର ନିଜ ବନ୍ଧୁମାନଙ୍କୁ ଗୁଗଲ ପେ ପାଇଁ ଇନଭେଷ୍ଟ କରି ମଧ୍ୟ ଷ୍ଟାମ୍ପ ପାଇପାରିବେ । 

-  ଯଦି ଆପଣଙ୍କ ରେଫରଲ କୋଡର ବ୍ୟବହାର କରି ଆପଣଙ୍କ ବନ୍ଧୁ ପ୍ରଥମ ପେମେଣ୍ଟ କରନ୍ତି ତେବେ ମଧ୍ୟ ଷ୍ଟାମ୍ପ ଜିତିହେବ ।

- ଏହା ବ୍ୟତୀତ ଗୁଗଲ ପେ ଷ୍ଟାମ୍ପକୁ ଗିଫ୍ଟ କୁ ଆସେପ୍ଟ କରି ମଧ୍ୟ ଷ୍ଟାମ୍ପ ଜିତିପାରିବେ । 

-  କୋଡର ବ୍ୟବହାର କରି ଆପଣଙ୍କ ବନ୍ଧୁ ପ୍ରଥମ ପେମେଣ୍ଟ କରନ୍ତି ତେବେ ମଧ୍ୟ ଷ୍ଟାମ୍ପ ଜିତିପାରିବେ ।