ମୃତଦେହରେ କୋରୋନା ଭୁତାଣୁ କେତେ ସମୟ ବଞ୍ଚି ରୁହନ୍ତି ?

ସମଗ୍ର ଦେଶରେ ବର୍ତ୍ତମାନ କୋରୋନା ସଂକଟ ବ୍ୟାପିବାରେ ଲାଗିଛି। ଏହି ସଂକଟ ମଧ୍ୟରେ ସମଗ୍ର ବିଶ୍ୱରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଦେଶରେ ମଧ୍ୟ ମୃତ୍ୟୁ ସଂଖ୍ୟା ୩ ହଜାର ହୋଇଗଲାଣି। ତେବେ ଏହି ମୃତକଙ୍କ ଶରୀରରେ କୋରୋନା ଭାଇରସ କେତେ ଦିନ ପର୍ଯ୍ୟନ୍ତ ବଞ୍ଚି ରୁହନ୍ତି ବୋଲି ସମସ୍ତଙ୍କ ମନରେ ସାଧାରଣ ପ୍ରଶ୍ନଟିଏ ମଧ୍ୟ ସୃଷ୍ଟି ହୋଇଛି

ମୃତଦେହରେ କୋରୋନା ଭୁତାଣୁ କେତେ ସମୟ ବଞ୍ଚି ରୁହନ୍ତି ?

About the Author