ମାର୍ଚ୍ଚ ୨୯ରୁ ଆଇପିଏଲ ମହାକୁମ୍ଭ, ଦେଖନ୍ତୁ ପୁରା ସୂଚୀ
Advertisement
Article Detail0/zeeodisha/odisha642458

ମାର୍ଚ୍ଚ ୨୯ରୁ ଆଇପିଏଲ ମହାକୁମ୍ଭ, ଦେଖନ୍ତୁ ପୁରା ସୂଚୀ

ଆସନ୍ତା ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାକୁମ୍ଭ। ମୁମ୍ବାଇଠାରେ ର ୧୩ତମ ସଂସ୍କରଣ। ସଂସ୍କରଣର ପ୍ରଥମ ମ୍ୟାଚ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ଖେଳାଯିବ ଉଦଘାଟନୀ ମ୍ୟାଚ। ଏଥିପାଇଁ ବିସିସିଆଇ ଆନୁଷ୍ଠାନିକ ଭାବେ ଆଇପିଏଲ ସୂଚୀ ପ୍ରକାଶ କରିଛି। 

ଫଟୋ ସୌଜନ୍ୟ: ବିସିସିଆଇ ଟ୍ୱିଟର

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାକୁମ୍ଭ। ମୁମ୍ବାଇଠାରେ ର ୧୩ତମ ସଂସ୍କରଣ। ସଂସ୍କରଣର ପ୍ରଥମ ମ୍ୟାଚ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ଖେଳାଯିବ ଉଦଘାଟନୀ ମ୍ୟାଚ। ଏଥିପାଇଁ ବିସିସିଆଇ ଆନୁଷ୍ଠାନିକ ଭାବେ ଆଇପିଏଲ ସୂଚୀ ପ୍ରକାଶ କରିଛି। 

ତେବେ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୫୭ ଦିନ ଧରି ଖେଳ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟର ଅନ୍ତିମ ଲିଗ ମ୍ୟାଚ ୧୭ ମେକୁ ରୟାଲଚ୍ୟାଲେଞ୍ଜର ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ ମଧ୍ୟରେ ବେଙ୍ଗାଲୁରୁରେ ଖେଳାଯିବ। ତେବେ ଲିଗ ମ୍ୟାଚ ପରେ ପ୍ଲେ ଅଫ ସୂଚୀ ଜାରି କରାଯିବ। 

fallback

ଫଟୋ ସୌଜନ୍ୟ: ବିସିସିଆଇ ଟ୍ୱିଟର