ନାଗରିକତା ଆଇନ ସଂଶୋଧନକୁ ସ୍ୱାଗତ କରି ଏବିଭିପି ତରଫରୁ ଶୋଭାଯାତ୍ରା
Advertisement
Article Detail0/zeeodisha/odisha613784

ନାଗରିକତା ଆଇନ ସଂଶୋଧନକୁ ସ୍ୱାଗତ କରି ଏବିଭିପି ତରଫରୁ ଶୋଭାଯାତ୍ରା

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ନିକଟରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଶୋଭାଯାତ୍ରା ଶେଷ ହୋଇଛି 

ନାଗରିକତା ଆଇନ ସଂଶୋଧନକୁ ସ୍ୱାଗତ କରି ଏବିଭିପି ତରଫରୁ ଶୋଭାଯାତ୍ରା

ଭଦ୍ରକ: ନାଗରିକତା ଆଇନ ସଂଶୋଧନକୁ ସ୍ୱାଗତ କରି ଶୋଭାଯାତ୍ରା । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଭଦ୍ରକ ଜିଲ୍ଲାରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଛି । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ନିକଟରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଶୋଭାଯାତ୍ରା ଶେଷ ହୋଇଛି ।

ନାଗରିକତା ସଂଶୋଧନ ଆଇନ ସପକ୍ଷରେ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲା ଶୋଭାଯାତ୍ରା । ଏହି  ଅବସରରେ ଏକ ବିରାଟ ତ୍ରିରଙ୍ଗା ପତାକାକୁ ଶୋଭାଯାତ୍ରାରେ ସାମିଲ କରାଯାଇଥିଲା । ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀଙ୍କ ଉପରେ ସଂଗଠନ ତରଫରୁ ପୁଷ୍ପବୃଷ୍ଟି କରାଯାଇଥିଲା ।