ଚିନ୍ତାରେ ରଣବୀର ଆଲିଆ !
Advertisement
Article Detail0/zeeodisha/odisha614185

ଚିନ୍ତାରେ ରଣବୀର ଆଲିଆ !

ରିଲିଜ୍ ପୂର୍ବରୁ ହେଲା ଭାଇରାଲ

ଚିନ୍ତାରେ ରଣବୀର ଆଲିଆ !

ମୁମ୍ବାଇ: ରଣବୀର ପ୍ରଥମ ଥର ନିଜ ରିୟଲ ଲାଇଫ୍ ଗର୍ଲଫ୍ରେଣ୍ତଙ୍କ ସହ କରିବା ପାଇଁ ଯାଉଛନ୍ତି ରୋମାନ୍ସ ।  ଉଭୟଙ୍କ ସମ୍ପର୍କ ଏବେ କାହାକୁ ଅଛପା ନାହିଁ ଆଉ ଏହାର ବେସ୍ ଫାଇଦା ଉଠାଉଛନ୍ତି କରନ ଜୋହର ।  କରନ ଜୋହର ପ୍ରଥମ ଥର ଏହି ଯୋଡିର ରୋମାନ୍ସକୁ ଅନଷ୍କ୍ରିନ୍ ଦେଖାଇବା ପାଇଁ ଯାଉଛନ୍ତି ମୋଷ୍ଟ ଅୱେଟେଡ୍ ଫିଲ୍ମ ବ୍ରହ୍ମାଅସ୍ତ୍ରରେ । କିନ୍ତୁ ଫିଲ୍ମ ରିଲିଜ୍ ପୂର୍ବରୁ କରନଙ୍କ ସହ ରଣବୀରଙ୍କୁ  ଲାଗିଛି ଝଟକା ।

fallbackନିକଟରେ ରଣବୀର ଆଲିଆ ଚୁପଚାପ ବନାରସରେ କରୁଥିଲେ ସୁଟିଂ । କିନ୍ତୁ ଫିଲ୍ମ ସେଟରୁ ଲିକ୍ ହୋଇଯାଇଛି ଏହି ଗୀତ । ଆଉ ଗୀତ ଲିକ୍ ପରେ ଚିନ୍ତାରେ ପଡିଯାଇଛନ୍ତି  ରଣବୀର ଆଲିଆ, କରନ । ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି ଏହି ଭିଜୁଆଲ ଓ ଫଟୋସ୍ । ଯେଉଁଥିରେ ଖୁବ କାଜୁଆଲ ଲୁକରେ ନଜର ଆସୁଛନ୍ତି ରଣବୀର ଓ ଆଲିଆ । ବନାରସରେ ସୁଟ୍ ହୋଇଥିବା ଏହି ଗୀତର ଟାଇଟେଲେ ହେଉଛି ମେରା ପିଆ ବଡା ଅଜୁବା ହେ । ଏହା କହିବା କିଛି ଭୁଲ ହେବ ନାହିଁ ଯେ କରନ ଆଲିଆ ରଣବୀରଙ୍କର ଅନେକ ଦିନର ପରିଶ୍ରମ ମାରିଲା ଫେଲ୍ ।