Mahesh kumar:ପାକିସ୍ତାନରେ ହିନ୍ଦୁ ନେତାଙ୍କ ରେକର୍ଡ୍,ମୁସଲିମ୍ ବହୁଳ ଆସନରେ ମୁସଲିମ୍ ନେତାଙ୍କୁ କଲେ ପରାସ୍ତ

ମାତ୍ର ଏକ ପ୍ରତିଶତରୁ କମ ହିନ୍ଦୁ ଜନସଂଖ୍ୟା ବିଶିଷ୍ଟ ପାକିସ୍ତାନରେ ଜଣେ ହିନ୍ଦୁ ନେତା ଚଳିତ ନିର୍ବାଚନରେ ରେକର୍ଡ୍ ସୃଷ୍ଟି କରିଛନ୍ତି । ଏହି ନେତା ଜଣକ ଅସଂରକ୍ଷିତ ଆସନରୁ ବିଜୟୀ ହୋଇଛନ୍ତି । ସେ ଏଭଳି ଗୋଟିଏ ଆସନରୁ ବିଜୟୀ ହୋଇଛନ୍ତି ଯେଉଁଠାରେ ହିନ୍ଦୁ ଭୋଟରଙ୍କ ସଂଖ୍ୟା ନଗଣ୍ୟ ।

Mahesh kumar:ପାକିସ୍ତାନରେ ହିନ୍ଦୁ ନେତାଙ୍କ ରେକର୍ଡ୍,ମୁସଲିମ୍ ବହୁଳ ଆସନରେ ମୁସଲିମ୍ ନେତାଙ୍କୁ କଲେ ପରାସ୍ତ
Image Credit: SOCIAL MEDIA

About the Author