Bollywood: ବଲିଉଡ଼ ସେଲିବ୍ରେଟିମାନେ (bollywood actors) ନିଜ ନିଜ ଲାଇଫ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ଥାଆନ୍ତି । କେତେବେଳେ ଦାମିକିଆ ଗାଡିକୁ ନେଇ ତ ଆଉ କେତେବେଳେ ସେମାନଙ୍କ ପୋଷାକକୁ ନେଇ, ଏଭଳି କେତେକ ଅଭିନେତା ଅଛନ୍ତି ,ଯେଉଁମାନେ ଦାମିକିଆ ଜୋତା ପିନ୍ଧନ୍ତି । ଜୋତାର ଦାମ୍ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ, ଆସନ୍ତୁ ଜାଣିବା କେଉଁ ଅଭିନେତାମାନେ ଦାମିକିଆ ଜୋତା ପିନ୍ଧନ୍ତି।
ଶାହାରୁଖ୍ ଖାନ୍ କୋଟି କୋଟି ଟଙ୍କାରେ ଖେଳନ୍ତି। ସେ Goose Pre-Distressed Sneakersର ଜୋତା ପିନ୍ଧିବାକୁ ଭଲ ପାଆନ୍ତି । ଯାହାର ଦାମ୍ ୩୮,୦୦୦ ହଜାର ବୋଲି ଜଣାପଡି଼ଛି ।
ରଣବୀର ସିଂ, Adidas yeezy foam sneakersର ଜୋତା ପିନ୍ଧନ୍ତି । ଯାହାର ଦାମ୍ ଏକ ଲକ୍ଷ ଟଙ୍କା ଅଟେ।
ରଣବୀର କପୁର ସେ Nick air dior sneakers ର ଜୋତା ପିନ୍ଧିବାକୁ ଭଲ ପାଆନ୍ତି । ଯାହାର ଦାମ ୫ ଲକ୍ଷ ଟଙ୍କା ବୋଲି ଜଣାପଡିଛି।
ସେହିପରି ଖିଲାଡି଼ କୁମାର,Balenciaga Speed Sneakers ର ଜୋତା ପିନ୍ଧନ୍ତି । ଯାହାର ଦାମ୍ ୭୦ ହଜାର ବୋଲି ଜଣାପଡିବ ।
ସେହିପରି ଅଭିଷେକ ବଚ୍ଚନ,Adidas +kanye west Yeezy 700 v3 Azael Sneakers କମ୍ପାନୀର ଜୋତା ପିନ୍ଧିବାକୁ ଭଲ ପାଆନ୍ତି । ଯାହାର ଦାମ୍ ପ୍ରାୟ ୨ ଲକ୍ଷରୁ ଅଧିକ ହେବ।
ट्रेन्डिंग फोटोज़