Advertisement
Photo Details/zeeodisha/odisha2435396
photoDetails0hindi

IOS 18 : ଆପଲ ଆଣିବାକୁ ଯାଉଛି iOS 18, ଜାଣନ୍ତୁ କ'ଣ ରହିଛି ସବୁ ଆଡଭାନସଡ ଫିଚର ଆଉ ସୁବିଧା

iPhone Updates: ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ମାସ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ ।  ଏ-ହି ବର୍ଷ ଅର୍ଥାତ୍ ସେପ୍ଟେମ୍ବର ମାସରେ କିଛି ଆଇଫୋନ୍ କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ଏକ ପୂଜା ଭେଟି ଦେବାକୁ ଯାଉଛି । ପ୍ରଥମେ ଆପଲ୍ ଏହାର ନୂତନ ଆଇଫୋନ୍ ୧୬ ସିରିଜ୍ ଲଞ୍ଚ କଲା ଏବଂ ବର୍ତ୍ତମାନ କମ୍ପାନୀ ଏହାର ସର୍ବଶେଷ ଅପରେଟିଂ ସିଷ୍ଟମ୍ (iOS 18) ମଧ୍ୟ ଲଞ୍ଚ କରିଛି । ଏହି ନୂଆ ଫୋନ୍ ରେ ଅଣରେ ଗୁଡିଏ ଲାଟେଷ୍ଟ ଫିଜର ରହିଛି। ତେବେ, ଆସନ୍ତୁ ଜାଣିବା ଏହି ଫୋନରେ କଣ ସବୁ ଖାସ୍ ସୁବିଧା ରହିଛି। 

 

1/5

IOS 18ରେ, ଉପଭୋକ୍ତାମାନେ କଷ୍ଟମ୍ ହୋମ୍ ସ୍କ୍ରିନ୍ ଲେଆଉଟ୍ ଏବଂ ଏକ ନୂଆ କଣ୍ଟ୍ରୋଲ୍ ସେଣ୍ଟର ପାଇବେ । ଫଳରେ ହୋମ ସ୍କ୍ରିନକୁ ନିଜ ଇଚ୍ଛାରେ କଷ୍ଟମାଇଜ୍ କରିପାରିବ ଏବଂ କଣ୍ଟ୍ରୋଲ୍ ସେଣ୍ଟର ସାହାଯ୍ୟରେ ଅଧିକ ଫିଚର ଆକ୍ସେସ୍ କରିପାରିବ ।

 

2/5

ଏଆଇ ଅପଗ୍ରେଡ୍ (AI Upgrades) ଏବଂ (Eye Tracking) ଆଇ ଟ୍ରାକିଂ ଅର୍ଥାତ୍ ଫୋନକୁ ନଛୁଇଁ ଆପଣ ନିଜ ଆଖି ସାହାର୍ଯ୍ୟରେ ମଧ୍ୟ ପରିଚାଳନା କରିପାରିବେ। 

3/5

IOS 18 ଫୋନରେ (Musical Haptics ) ସୁବିଧା ମଧ୍ୟ ପାଇପାରିବେ। 

4/5

ସଫାରି ଏବଂ ମ୍ୟାପ୍ ଆପ୍ସରେ ମଧ୍ୟ ଅନେକ ଉନ୍ନତି କରାଯାଇଛି ।  ସଫାରି ବର୍ତ୍ତମାନ ପୂର୍ବାପେକ୍ଷା ଆହୁରି ତୀବ୍ର ଏବଂ ଅଧିକ ସୁରକ୍ଷିତ ଥିବାବେଳେ ନାଭିଗେସନ୍କୁ ଆହୁରି ସହଜ କରିବା ପାଇଁ ମ୍ୟାପ୍ସ ଆପରେ ନୂତନ ଫିଚର ଗୁଡିକକୁ ସାମିଲ୍ କରାଯାଇଛି।

 

5/5

iOS 18 ରେ ଏକ ନୂଆ ଫଟୋ ଆପ୍ ଏବଂ ଆପଲ୍ ହେଲ୍ଥ ଇକୋସିଷ୍ଟମ୍ ମଧ୍ୟ ଅନ୍ତର୍ଭୁକ୍ତ । ଫଟୋ ଆପ୍ ବର୍ତ୍ତମାନ ଆହୁରି ଉନ୍ନତ କଷ୍ଟମାଇଜେସନ୍ ବିକଳ୍ପ ପାଇବେ ଗ୍ରାହକ।  ଏହି ଫୋନରେ  ସୁରକ୍ଷା ଏବଂ ଗୋପନୀୟତା ଫିଚର ଗୁଡିକ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ବର୍ତ୍ତମାନ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ରହିବ ।