Advertisement
photoDetails0hindi

Ayodhya Deepotsav: ରାମଜ୍ୟୋତିରେ ଆଲୋକିତ ହେଲା ଅଯୋଧ୍ୟା

 ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରତିମାର ପ୍ରାଣ ପ୍ରତିଷ୍ଠା ପରେ ସମଗ୍ର ଦେଶରେ ଦୀପୋତ୍ସବ ପାଳନ କରାଯାଉଛି ।

1/6

ଦୀପୋତ୍ସବ କେବଳ ରାମନଗରୀ ଅଯୋଧ୍ୟାରେ ସୀମିତ ନୁହେଁ ବରଂ ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ଦେଶର ସମସ୍ତ ସ୍ଥାନରେ ଆଜି ଦୀପାବଳି ସଦୃଶ୍ୟ ଦୀପ ପ୍ରଜ୍ୱଳନ ଦେଖିବାକୁ ମିଳିଛି 

 

2/6

ରାମଭକ୍ତଙ୍କ ମନରେ ଥିବା ଉତ୍ସାହ ଚିତ୍ତାକର୍ଷକ ଦୃଶ୍ୟ ମାଧ୍ୟମରେ ସ୍ପଷ୍ଟ ବାରି ହୋଇପଡୁଛି ।

3/6

ଆଜି ଅଯୋଧ୍ୟାର ପ୍ରତ୍ୟେକ ଗଳିରେ ଆଧ୍ୟାତ୍ମିକତାର ଅନନ୍ୟ ଅନୁଭବ ଦେଖିବାକୁ ମିଳିଛି । 

4/6

ମନ୍ଦିର ହେଉ ଅବା ଲୋକଙ୍କ ଘର ସବୁଠି ଆଜି ଦୀପ ଦ୍ୱାରା ସଜାହୋଇଥିବା ଆଲୋକମାଳା ଦେଖିବାକୁ ମିଳିଛି ।

5/6

ଏହି ନିଆରା ଦୃଶ୍ୟ ଆଜି ପ୍ରତିଟି ଭାରତୀୟ ତଥା ହିନ୍ଦୁ ଧର୍ମର ଲୋକଙ୍କ ମନରେ ନୂଆ ଶକ୍ତି ସଂଚାର କରିଛି ।

6/6

ଅଯୋଧ୍ୟାରେ ସାଧୁ ସନ୍ଥଙ୍କଠାରୁ ଆରମ୍ଭ କରି ଆବାଳବୃଦ୍ଧବନିତା ପର୍ଯ୍ୟନ୍ତ ସମସ୍ତେ ଏହି ମହାନ ଦୀପଦାନରେ ନିଜକୁ ସାମିଲ କରିଛନ୍ତି । ବିଭିନ୍ନ ସ୍ଥାନରେ ଏହି ମହାନ ପର୍ବକୁ ମନେ ରଖିବା ପାଇଁ ବାଣ ଫୁଟାଯାଇଛି