Advertisement
photoDetails0hindi

Odisha train accident: ଫଟୋରେ ଦେଖନ୍ତୁ ବାହାନଗା ଟ୍ରେନ ଦୁର୍ଘଟଣାର ଛାତିଥରା ଦୃଶ୍ୟ

Odisha train accident: ଶୁକ୍ରବାର ସଂଧ୍ୟା ପ୍ରାୟ ୬ଟାରେ କରମଣ୍ତଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ଯଶୋବନ୍ତପୁର ହାୱାଡ଼ା ଦୂରନ୍ତ ଏକ୍ସପ୍ରେସ ମଧ୍ଯରେ ଘଟିଥିଲା ଭୟାଭୟ ଦୁର୍ଘଟଣା ।

1/6

କେବଳ ରାଜ୍ୟ ନୁହେଁ ପୁରା ଦେଶକୁ ସ୍ତବ୍ଧ କରିଛି ବାହାନଗା ଟ୍ରେନ ଦୁର୍ଘଟଣା ।

2/6

ବାହାନଗା ଟ୍ରେନ ଟ୍ରାଜେଡ଼ିରେ ବର୍ତ୍ତମାନ ସୁଦ୍ଧା ଜଣ ୨୩୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୦୦ ଜଣ ଆହତ ହୋଇଛନ୍ତି ।

3/6

ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏହି ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି  ।

4/6

ସକାଳୁ ଦୁର୍ଘଟଣାସ୍ଥଳରେ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

5/6

ଅନ୍ୟପଟେ ସାରା ରାଜ୍ୟରେ ଆଜି ଦିନିକିଆ ଶୋକ ପାଳନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

6/6

ଦୁର୍ଘଟଣା ପରେ SER ପକ୍ଷରୁ ଅନେକ ଟ୍ରେନକୁ ବାତିଲ କରାଯାଇଛି ।