Advertisement
Photo Details/zeeodisha/odisha1488153
photoDetails0hindi

Disha Patani Sizzling Photo: ବିନା ଅନ୍ତଃବସ୍ତ୍ରରେ ଦିଶାଙ୍କ ଫଟୋସୁଟ୍, ଫ୍ୟାନ୍ସ କହିଲେ...

Disha Patani Sizzling Photo: ବଲିଉଡ ଅଭିନେତ୍ରୀ ଦିଶା ପାଟାନି । ସେ ନିଜର ବୋଲ୍ଡ ଅନ୍ଦାଜ ଓ ଦମଦାର ଅଭିନୟ ପାଇଁ ଆଜିବି ଦର୍ଶକଙ୍କ ହୃହୟରେ ରାଜ କରୁଛନ୍ତି । ତେବେ, ବିଟାଉନରେ ଦିଶାଙ୍କ ବ୍ରେକଅଫ ଚର୍ଚ୍ଚା ବେଶ ଜୋର ଧରିଛି ।

1/5

ଗୋଟେ ସମୟ ଥିଲା ଟାଇଗର ସରାଫ ଓ ଦିଶା ପରପ୍ପରକୁ ଛାଡି ରହି ପାରୁ ନ ଥିଲେ । ଉଭୟଙ୍କୁ ବିଭିନ୍ନ ଇଭେଣ୍ଟରେ ଏକାଠି ଦେଖିବାକୁ ମିଳୁଥିଲା। କିନ୍ତୁ ଦୀର୍ଘ ଦିନ ଧରି ବଲିଉଡର କରିଡରରେ ଏକ ଆଲୋଚନା ହେଉଛି ଯେ, ଦିଶା ପାଟାନି ଏବଂ ଟାଇଗର ସରାଫଙ୍କର ବ୍ରେକଅପ୍ ହୋଇଛି। 

 

2/5

କିଛି ଦିନ ତଳେ ଖବର ଆସିଥିଲା ​​ଯେ, ଏହି ଲବବାର୍ଡ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଉଭୟଙ୍କ ପଥ ଅଲଗା ହୋଇଯାଇଛି।  ହେଲେ ଏହାରି ଭିତରେ ଏକ ବଡ ଖବର ଆସୁଛି ଯେ ଦିଶା ପୁଣି ଥରେ ପ୍ରେମରେ ପଡିଛନ୍ତି। 

 

3/5

ମିଡିଆ ରିପୋର୍ଟ ଅନୁଯାୟୀ,  ଦିଶା ତାଙ୍କ ଜିମ୍ ଟ୍ରେନର ତଥା ଭଲବନ୍ଧୁ ଆଲେକ୍ସଜାଣ୍ଡାର୍ ଆଲେକ୍ସ ଇଲିକ୍ସ(Aleksandar Alex Ilic)ଙ୍କୁ ଡେଟ୍ କରୁଛନ୍ତି। ଦିଶା ଏବଂ ଆଲେକ୍ସଜାଣ୍ଡାର ଅନେକ ସ୍ଥାନରେ ଏକାଠି ନଜର ଆସିଛନ୍ତି ଏବଂ ପାର୍ଟିରେ ମଧ୍ୟ ଏକାଠି ନଜର ଆସିଛନ୍ତି । 

 

4/5

ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ନିକଟରେ ଦିଶା ସୋସିଆଲ ମିଡିଆରେ ଏକ ବୋଲ୍ଡ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଏବଂ ତାଙ୍କ ନୂଆ ପ୍ରେମିକା ବାଥରୁମରେ ଥିବା ନଜର ଆସିଛନ୍ତି।

 

ଦିଶା ପାଟାନି

5/5
ଦିଶା ପାଟାନି

ନିକଟରେ ଆଲେକ୍ସଜାଣ୍ଡାର୍ ଆଲେକ୍ସଙ୍କୁ ଦିଶା ଓ ତାଙ୍କ ମଧ୍ୟରେ ସମ୍ପର୍କ କଣ ଥିବା ନେଇ ପଚରା ଯାଇଥିଲା । ଯେଉଁଥିରେ ମଡେଲ୍ କହିଥିଲେ ଯେ ଦିଶା ତାଙ୍କ ପାଇଁ ପରିବାର ପରି।