Advertisement
Photo Details/zeeodisha/odisha1488594
photoDetails0hindi

Christmas 2022: ନିଜ ପ୍ରିୟଜନଙ୍କୁ ଦିଅନ୍ତୁ ଏହିସବୁ ଉପହାର, ଦେଖିଲେ ମାତ୍ରେ କହିବେ ୱା

Christmas 2022 Gift: ନିଜର ପ୍ରିୟ ମଣିଷଙ୍କୁ ସେ କଣ ଉପହାର ଦେବେ । ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ବଡଦିନରେ ଦିଆଯାଉଥିବା ଉପହାର ବିଷୟରେ କିଛିଟା ଉପାୟ ବତାଇବୁ। ଆଉ ଚଳିତ ବର୍ଷର ବଡଦିନରେ ନିଜର ପ୍ରିୟ ମଣିଷଙ୍କୁ ଏହି ଉପହାର ଦିଅନ୍ତୁ ଦେଖିବେ ସେମାନେ ଆନନ୍ଦିତ ହୋଇଉଠିବେ। ତେବେ କମ ପଇସାରେ ନିଜ ଲୋକଙ୍କୁ ଖୁସି କରାଇବାର ସୁଯୋଗ ଅଛି। 

କ୍ୟୁରେଟଡ ଚକୋଲେଟ ହ୍ୟାମ୍ପର

1/5
କ୍ୟୁରେଟଡ ଚକୋଲେଟ ହ୍ୟାମ୍ପର

ଚକୋଲେଟ ଖାଇବାକୁ କାହାକୁ ବା ପସନ୍ଦ ନୁହେଁ। ହେଲେ କିଛି ଲୋକ ଅଛନ୍ତି ଦାମ ଜାଣି ଚକୋଲେଟ କିଣିବାକୁ ପସନ୍ଦ କରନ୍ତିନି। ତେବେ ଚଳିତ ବର୍ଷର ଏହି ବଡ ଦିନରେ ଆପଣ ଆପଣଙ୍କ ଉପହାର ବକ୍ସରେ ଚକୋଲେଟ ଦେଇପାରିବେ। ଏହାସହ ଏକ ସୁନ୍ଦର ମେସେଜ ମଧ୍ୟ ଦେଇପାରିବେ। 

ଇଲୋକ୍ଟ୍ରୋନିକ୍ସ ଗ୍ୟାଜେଟ୍

2/5
ଇଲୋକ୍ଟ୍ରୋନିକ୍ସ ଗ୍ୟାଜେଟ୍

ଯଦି କୌଣସି ପୁରୁଷ ବନ୍ଧୁଙ୍କୁ ଚଳିତବର୍ଷ ଖ୍ରୀଷ୍ଟମାସରେ ଉପହାର ଦେବାକୁ ଚାହୁଁଛନ୍ତି ତେବେ ତାଙ୍କୁ ଡ୍ରୋନ୍, ଭଲ କ୍ୱାଲିଟି ଥିବା ହେଡଫୋନ, ସ୍ମାର୍ଟୱାଚ୍, କ୍ୟାମେରା ଓ ସ୍ପିକର ମଧ୍ୟ ଦେଇପାରିବେ। 

କଷ୍ଚମାଇଜଡ୍ ଜୁଏଲାରୀ

3/5
କଷ୍ଚମାଇଜଡ୍ ଜୁଏଲାରୀ

ଯଦି କୌଣସି ମହିଳା ବା ଯୁବତୀଙ୍କୁ ଆପଣ ଉପହାର ଦେବାକୁ ଚାହୁଁଛନ୍ତି ତେବେ ଭଲ କ୍ୱାଲିଟି ଥିବା ନେକଲେସ ଓ ବ୍ରେସଲେଟ ଉପହାର ଦେଇପାରିବେ।

ସ୍ନିକରସ୍

4/5
ସ୍ନିକରସ୍

ଗୋଡକୁ ସୁନ୍ଦର ସହ ରିଲାକ୍ସ ଫିଲ୍ମ କରାଇଥାଏ ଏକ ଭଲ ବ୍ରାଣ୍ଡ କମ୍ପାନୀର ସ୍ନିକର୍ସ। ତେବେ ପୁଅ ହୁଅନ୍ତୁ ବା ଝିଅ ଆପଣ ଉପହାରରେ ସ୍ନିକରସ ମଧ୍ୟ ଗିଫ୍ଟ କରିପାରିବେ।

ବିଉଟି ଟ୍ରିଟମେଣ୍ଟ

5/5
ବିଉଟି ଟ୍ରିଟମେଣ୍ଟ

ଯଦି ନିଜର ମହିଳା ବେଷ୍ଟଫ୍ରେଣ୍ଡଙ୍କୁ ଉପହାର ଦେବାକୁ ଚାହୁଁଛନ୍ତି ତେବେ ଆପଣ ତାଙ୍କୁ ଏକ ସ୍ପା ଓ ନେଲ୍ ପେଣ୍ଟ ସେସନ ଉପହାର ଦେଇପାରନ୍ତି।